Rasia Sambalpuri Song Lyrics in Odia | Odia Song Lyrics

Rasia Sambalpuri Song Lyrics in Odia: Rasia gote famous sambalpuri song jahaki amara ati priya ra mantu chhuria and aseema panda nka dwara bhala song gote ama odia mananka pain ati sundar. Jadi apana mane chanhuchanti e hara lyrics janibaku then please check below for lyrics of Rasia Sambalpuri Song.

Rasia Sambalpuri Song Lyrics

Mor Maa Samalei Production Presents the full official music video of new Sambalpuri Song “Rasia”.This Song is produced by Ramprashad Chhuria, Sung by Mantu Chhuria and Aseema Panda, penned by Pintu Chhuria & the music of this beautiful melodious track is created by Rehan Kamal & Mantu Chhuria.

Lyrics:

ଲାଏଜେକୁରି ଲତା ମୋର ଲାଜେ ଲାଜେ ହଂସୀ ଦେଲା…
ଲାଏଜେକୁରି ଲତା ମୋର ଲାଜେ ଲାଜେ ହଂସୀ ଦେଲା…(2)

ହାଏ ତୋର nanstop ଵାଲା ଇଶାରା
ହାଣ୍ଡସମ ଵାଲା ଚେହେରା
ଦୀଵାନୀ କରି ଦୀଵାନୀ କରି
ମୋର ଦିଲ କୈଦ କରି ନେଲା
ଉଈମା ମତେ କଣ ହେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ତତେ ଠରା ନରା କରି ଫସେଇ ଦେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ମତେ ଠରା ନରା କରି ଫସେଇ ଦେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ତତେ ଠରା ନରା କରି ଫସେଇ ଦେଲା.

Tension…..Vension ……
Tension, Vension ତୋର ଲାଗି ରେ ସୁନା
କର୍ମୀ ଵଲୀ ମୋର ମନମୋହିନୀ
ହାଏ ରେ ମୋର ମା ଡୋନା.

Tension…..Vension ……
Tension, Vension ତୋର ଲାଗି ରେ ସୁନା
କର୍ମୀ ଵଲୀ ମୋର ରଙ୍ଗରସିଆ
ହାଏ ରେ ମୋର ମା ସିଆଁ.

ଦେଖୀ ତୋର ଚମ ଚମ ଵାଲା ଚେହେରା
ନଟୀ ନଟୀ ତୋର ଇଶାରା
ତୋର ସାଙ୍ଗେ ମତେ ମୋର ସାଙ୍ଗେ ତତେ
ପ୍ୟାର ହେଇ ଗଲା.

ଉଇଁଆ ମତେ କଣ ହେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ତତେ ଠରା ନରା କରି ଫସେଇ ଦେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ମତେ ଠରା ନରା କରି ଫସେଇ ଦେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ତତେ ଠରା ନରା କରି ଫସେଇ ଦେଲା.

ପ୍ୟାର ବାଲା….. ପ୍ୟାର ବାଲା…
ପ୍ୟାର ବାଲା ଯାଦୁ ଥି ତତେ ଗୁଲାମ ବନେଇ
ପାଉଛେନ ମଜା.
ଟୁଇ ଭି କରି ରାଜା same to same
ତୋର ବଦଲା ନେଇଯା.

ପ୍ୟାର ବାଲା ମନ୍ତ୍ର ଥି
ତତେ ନଜର ଲଗେଇ ଦେଇଛେ ଏ ରାଜା
ଟୁଇ ଭି କରି ସୁନା same to same
ତୋର ବଦଲା ନେଇଜା

ହାଏ ତୋର ଟିଂଗାଲୁ ବାଲା style ମରା
But ithhi ବି ଟୁଇ ଲାଗୂଛୁ ପ୍ୟାରା
ଏ ଏ ବାବୁ , ତୋର ଏ ସବୁ
ଲଗେଇ ଦେଲା ପ୍ରେମ ଲୀଳା.

ଏ Baby ତତେ କଣ ହେଲା

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ମତେ ଠରା ନରା କରି ଫସେଇ ଦେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ତତେ ଠରା ନରା କରି ଫସେଇ ଦେଲା.

ଏ ଏ ଏ ଏ ରସିଆ , ଏ ଏ ଏ ମନ ବସିୟା , ଏ ଏ ଏ ଏ ରସିଆ
ମତେ ଠରା ନରା କରି ଫସେଇ ଦେଲା.

 

Audio Credits:-

Song- Rasia

Singer- Mantu Chhuria & Aseema Panda

Music- Rehan kamal & Mantu Chhuria

Lyrics- Pintu Chhuria

Drums- Anirudh Dhal (Babu da)

VST Programming- Jaga JD

Rhythm- Pramod da, Manish da, Radhe ,Raja , Balram, Bablu, Jiten Gardia.

Recorded at MRR Studio Cuttack

Recordists- Subu Da & Bunu

Mixed & Mastered by Shaktiswar Mahapatra

1 thought on “Rasia Sambalpuri Song Lyrics in Odia | Odia Song Lyrics”

Leave a Comment

Exit mobile version